- Recent, Sports

ପର୍ଥରେ ଭାରତର ପରାସ୍ତ

Spread the love

ପର୍ଥରେ ଭାରତର ପରାସ୍ତ …

ଦ୍ବିତୀୟ ଟେଷ୍ଟରେ ଭାରତର ପରାଜୟ । ଅଷ୍ଟ୍ରେଲିଆଠାରୁ ଭାରତ ୧୪୬ ରନ୍‌ରେ ପରାଜୟ ବରଣ କରିଛି । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ବ୍ୟାଟିଂ କରି ୩୨୬ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଭାରତୀୟ ଟିମ୍‌ ଅଧିନାୟକ ବିରାଟ କୋହଲିଙ୍କ ୧୨୩ ରନ୍‌ ସହାୟତାରେ ୨୮୩ ରନ୍‌ ସଂଗ୍ରହ କରିଥିଲା । ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆ ଦୃଢ଼ ବ୍ୟାଟିଂ କରି ୨୪୩ ରନ୍‌ରେ ଅଲ୍‌ଆଉଟ ହୋଇଥିଲା । ଦ୍ବିତୀୟ ଇନିଂସରେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଭାରତ ୫୫ ରନ୍‌ରେ ୪ଟି ୱିକେଟ୍‌ ହରାଇ ୧୪୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ସ୍ପିନର ନାଥନ ଲାୟନ ସର୍ବାଧିକ ୮ଟି ୱିକେଟ୍‌ ନେଇଛନ୍ତି ।

About city connector

Read All Posts By city connector

Leave a Reply

Your email address will not be published. Required fields are marked *