- Breaking, Crime, Recent

୨ ନାବାଳକ ଛାତ୍ରଙ୍କୁ ନେଇ ଶିକ୍ଷୟତ୍ରୀ ଫେରାର !!

Spread the love

୨ ନାବାଳକ ଛାତ୍ରଙ୍କୁ ନେଇ ଶିକ୍ଷୟତ୍ରୀ ଫେରାର !!

୨ ନାବାଳକ ଛାତ୍ରଙ୍କୁ ନେଇ ଶିକ୍ଷୟତ୍ରୀ ଫେରାର !!
ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରରେ ଘଟିଛି ଏକ ଅଘଟଣ। ଶିକ୍ଷୟତ୍ରୀ ଏକ ଲକ୍ଷରୁ ଅଧିକ ଟଙ୍କା ଏବଂ କିଛି ଅଳଙ୍କାର ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଶଙ୍କରବାଗ୍‌ କଲୋନୀରେ ୨୮ ବର୍ଷ ବୟସ୍କା ସ୍ବପ୍ନା ଚୌହ୍ବାନ ନାମକ ଅଭିଯୁକ୍ତା ଶିକ୍ଷୟତ୍ରୀ ୧୫ ଏବଂ ୧୬ ବର୍ଷ ବୟସ୍କ ଦୁଇ ଏକାଦଶ ଶ୍ରେଣୀ ଛାତ୍ରଙ୍କୁ ଅପହରଣ କରିନେଇଥିବା ମାମଲା ଥାନାରେ ଦାଏର ହୋଇଛି। ଏନେଇ ତଦନ୍ତ ଜାରି ରହିଛି ବୋଲି ଟିଆଇ ସନ୍ତୋଷ ସିଂ ସୂଚନା ଦେଇଛନ୍ତି।

About city connector

Read All Posts By city connector

Leave a Reply

Your email address will not be published. Required fields are marked *