- Breaking, Local, Politics

କାଦୁଅରେ ଫସିଗଲା ଆମ୍ବୁଲାନ୍ସ !

Spread the love

କାଦୁଅରେ ଫସିଗଲା ଆମ୍ବୁଲାନ୍ସ !

ଗୋଟିଏ ପଟେ ଗର୍ଭବତୀଙ୍କୁ ଅସହ୍ୟ ଯନ୍ତ୍ରଣା ହେଉଥିବା ବେଳେ ସ୍ଥାନୀୟ ଯୁବକମାନେ ଆମ୍ବୁଲାନସକୁ ଠେଲି ଠେଲି କାଦୁଅରୁ ବାହାର କରିଥିଲେ । ଏଭଳି ଅଭବାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଅନ୍ତର୍ଗତ ସିନ୍ଧାବେଡ଼ା ମୁଖ୍ୟରାସ୍ତାରେ, ଚେଡେଙ୍ଗା ପଞ୍ଚାୟତରୁ ଗର୍ଭବତୀ ମହିଳାଙ୍କୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣୁଥିବା ୧୦୨ ଆମ୍ବୁଲାନ୍ସଟି କାଦୁଅ ରାସ୍ତାରେ ଦବି ଯାଇଥିଲା ।

About city connector

Read All Posts By city connector

Leave a Reply

Your email address will not be published. Required fields are marked *