- Breaking, Local

ଯାଜପୁର ରୋଡ଼ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନ୍ ରୁ ଖସି ପଡି ଜଣେ କିନ୍ନର ଗୁରୁତର ଭାବେ ଆହତ !

Spread the love

ଯାଜପୁର ରୋଡ଼ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନ୍ ରୁ ଖସି ପଡି ଜଣେ କିନ୍ନର ଗୁରୁତର ଭାବେ ଆହତ !

  

ଯାଜପୁର ରୋଡ଼ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନ୍ ରୁ ଖସି ପଡି ଜଣେ କିନ୍ନର ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ କଟି ଯାଇଥିବା ବେଳେ ଅନ୍ୟ ଏକ ଗୋଡ ନଷ୍ଟ ହୋଇଯାଇଛି । ଯାଜପୁର ରୋଡ଼ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି ।

About city connector

Read All Posts By city connector

Leave a Reply

Your email address will not be published. Required fields are marked *