- Health, Recent

ସକାଳେ ଖାଆନ୍ତୁ ୭ଟି କଖାରୁ ମଞ୍ଜି, ହାର୍ଟ ଆଟାକ୍‌ରୁ ରହିବ ଦୂରରେ….

Spread the love

ସକାଳେ ଖାଆନ୍ତୁ ୭ଟି କଖାରୁ ମଞ୍ଜି, ହାର୍ଟ ଆଟାକ୍‌ରୁ ରହିବ ଦୂରରେ….

କଖାରୁ ମଞ୍ଜିକୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ଏହା ସ୍ବାସ୍ଥ୍ୟ ପାଇଁ ଉପକାରୀ। ପ୍ରତିଦିନ ସକାଳେ ଅଭ୍ୟାସ କରି ୭ଟି କଖାରୁ ମଞ୍ଜି ଖାଇଲେ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ ବୋଲି ପଞ୍ଜାବର ଗୁରୁ ରବିଦାସ ଆୟୁର୍ବେଦ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି।

ଏଥିରେ ଥିବା ଆଲ୍‌ଫାଲାଇନୋଲେନିକ୍‌ ଏସିଡ୍‌ ଏବଂ ମ୍ୟାଗ୍ନେସିୟମ୍‌ ରକ୍ତ ସଞ୍ଚାଳନ ପ୍ରକିୟାକୁ ସ୍ବାଭାବିକ କରେ। କଖାରୁ ମଞ୍ଚିରେ ମାଗ୍ନେସିୟମ୍‌ ଓ ଟ୍ରାଇପ୍‌ଟୋଫାନ୍‌ ଥିବାରୁ ଏହା ସୁନିଦ୍ରା କାରକ ହୋଇଥାଏ। ନିୟମିତ ଏହାକୁ ଚୋବାଇ ଖାଇଲେ ଏଥିରେ ଥିବା ଟ୍ରାଇପ୍‌ଟୋଫାନ୍‌ ମନକୁ ଆନନ୍ଦ କରାଉଥିବା ହରମୋନ୍‌ ସେରୋଟୋନିନ୍‌ରେ ପରିବର୍ତ୍ତିତ ହୋଇଯାଏ। ଫଳରେ ମାନସିକ ଅବସାଦ କମିଥାଏ। ଏହା ଇନ୍‌ସୁଲିନ୍‌ ନିୟନ୍ତ୍ରିତ କରି ଡାଇବେଟିସ୍‌ ଆଶଙ୍କା କମ୍‌ କରେ। ଏହା ଶରୀରର ରକ୍ତଶର୍କରାସ୍ତରକୁ ସ୍ଥିର ରଖେ। ଏଥିରେ ଥିବା ଅଣ୍ଟି ଅକ୍ସିଡାଣ୍ଟ୍‌ ଏଜିଂ ସମସ୍ୟା ଦୂର କରେ ବୋଲି ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି।

About city connector

Read All Posts By city connector

Leave a Reply

Your email address will not be published. Required fields are marked *