- Breaking, Local, Recent

ରାଜଧାନୀ ର ରାଜପଥରେ : ଭାସ୍କର

Spread the love

ରାଜଧାନୀ ର ରାଜପଥରେ : ଭାସ୍କର

ଆଜିବି ବଂଚିଛି ମାନବିକତା । ନିସ୍ୱାର୍ଥ ପର ସେବା ଓ ବିନା ପ୍ରସିଧି ପରାୟଣ ମୁଖ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଜ୍ୟ ରାଜଧାନୀର ରାଜପଥରେ । ଲକ୍ଷ ଲକ୍ଷ ଲୋକ ଯାତାୟତ କରୁଥିବା ମଞ୍ଚେଶ୍ୱର ରେଳବାଇ ରୋଡ ରେ ଏକ ବଡ ଖାଲକୁ ନିଜ ହାତରେ ମାଟି ଆଣି ପୋତିଛନ୍ତି ଭିନ୍ନ ଏକ ମଣିଷ । ରେଳବାଇ ରୁ ଅବସର ନେବା ପରେ ସେବାକୁ ବ୍ରତ ରୂପେ ଆପଣାଇଥିବା ଭିନ୍ନ ସେହି ମଣିଷ ଭାସ୍କର ଜେନା । 1000 ରୁ ଅଧିକ ବୃକ୍ଷ ରୋପଣ କରିବା ସହିତ ତାହାର ଯତ୍ନ ନେଉଛନ୍ତି ତା ସହିତ ନିଜକୁ ସମାଜ ସେବାରେ ସମର୍ପିତ କରିଦେଇଛନ୍ତି । ବସ୍ତି ର ସ୍ୱଚ୍ଛତା , ଅସହାୟ ପିଲାଙ୍କୁ ସାହାଯ୍ୟ , କଲୋନୀ ରେ ଉତ୍ସବ ପ୍ରଭୁତି ରେ ନିଜକୁ ହଜାଇ ଦେଇଥିବା ସେହି ଭିନ୍ନ ମଣିଷଙ୍କ ସହିତ ସାକ୍ଷାତ ହୋଇଥିଲା ରାଜଧାନୀର ରାଜପଥରେ ।

About city connector

Read All Posts By city connector

Leave a Reply

Your email address will not be published. Required fields are marked *