- Breaking, Crime, Local

ଜୁଆ ଆଡ୍ଡା ଉପରେ ଚଢାଉ !!

Spread the love

ଜୁଆ ଆଡ୍ଡା ଉପରେ ଚଢାଉ

ବ୍ରହ୍ମପୁର: ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ଚଢାଉ । ଅନନ୍ତ ନଗର ଏସବିଆଇ ଟ୍ରାଞ୍ଜିଟ୍ ହାଉସ ତଳେ ଜୁଆ ଆଡ୍ଡା ଚାଲିଥିବା ବ୍ରହ୍ମପୁର ଏସପି ଜାଣିବାକୁ ପାଇଥିଲେ । ଏହାପରେ ଏସପି ପିନାକ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଏଠାରେ ଚଢାଉ କରିଥିଲେ । ଏଠାରୁ ୪ଲକ୍ଷ ୫୬୪୨ ଟଙ୍କା, ୧୧ଟି ମୋବାଇଲ୍ ଓ ୫ଟି ବାଇକ୍ ଜବତ କରିଛନ୍ତି ।1

About city connector

Read All Posts By city connector

Leave a Reply

Your email address will not be published. Required fields are marked *