- Health

ଜାଣନ୍ତୁ ନିପା’ ଭୂତାଣୁରୁ ରକ୍ଷା ପାଇବାର ସହଜ ଉପାୟ…

Spread the love
   ନିପା ଭୂତାଣୁ ବର୍ତ୍ତମାନ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ଭୂତାଣୁ କବଳରୁ ନିଜକୁ ରକ୍ଷା କରିବା ପାଇଁ ଜାଣି ରଖନ୍ତୁ କିଛି ସହଜ ଉପାୟ।
-ପକ୍ଷୀଙ୍କ ଦ୍ୱାରା ଖଣ୍ଡିଆ ହେବାର କିଛି ସମୟ ପରେ ଫଳ ବିଷାକ୍ତ ହେବାର ଆଶଙ୍କା ଥାଏ। ବିଷାକ୍ତ ହେବା ପାଇଁ କୌଣସି ନଦ୍ଧିଷ୍ଟ ସମୟ ସୀମା ନଥାଏ।
-ଯେଉଁ ଫଳ ଖଣ୍ଡିଆ ହୋଇଥିବା ତାକୁ ନଖାଇବା ଉଚିତ୍‍। ଘୁଷୁରୀ ପାଳନ କରୁଥିବା ବ୍ୟକ୍ତି, ସଂକ୍ରମିତ ବ୍ୟକ୍ତିଙ୍କଠୁ ଯଥାସମ୍ଭବ ଦୂରେଇ ରହିବା ଆବଶ୍ୟକ।
-ବାଦୁଡି ଓ ଘୁଷୁରିଙ୍କଠାରୁ ଏହି ରୋଗ ବ୍ୟାପୁଥିବା ନଜରକୁ ଆସିଛି। ତେଣୁ ବାଦୁଡ଼ି ଓ ଘୁଷୁରିଙ୍କଠାରୁ ମୁଖ୍ୟତଃ ବାଦୁଡି ଖାଇଥିବା ଫଳ ଦ୍ୱାରା ଏହା ବ୍ୟାପୁଛି।
-ଲୋକେ ଫଳ ଖାଇବା ସମୟରେ ସତର୍କ ହେବା ନିହାତି ଆବଶ୍ୟକ। କୌଣସି ଖଣ୍ଡିଆ ଫଳ ଖାଇବା ଅନୁଚିତ ଓ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ ଏହି ନିପା ଭୂତାଣୁୁ ଜନିତ ରୋଗ ବ୍ୟାପିଥାଏ।
ସେୟାର କରି ଲୋକଙ୍କୁ ସଚେତନ କରାନ୍ତୁ…

About subhransu

Read All Posts By subhransu

Leave a Reply

Your email address will not be published. Required fields are marked *